STORYMIRROR

Sunanda Mohanty

Classics Others Children

3  

Sunanda Mohanty

Classics Others Children

ଅଙ୍କକଷା

ଅଙ୍କକଷା

1 min
258

ସେଦିନ ଅଙ୍କଟି ଆସିଲାନି ଯେବେ 

ମୁନି କରୁଥିଲା ଦୁଃଖ 

ବତେଇଲେ ବାପା କହିଲେ ଜୀବନେ 

ଗଣିତ ଭିତରେ ହିଁ ସୁଖ 

ହିସାବ କିତାବ ଜାଣି ନପାରିଲେ 

ସଭିଁଙ୍କଠୁ ଠକି ଯିବା ଭଲେ 

ସେଥିପାଇଁ ପଣିକିଆ ମନେ ରଖ 

ଗଣିତରେ ଯେତେ ମିଶାଣ ଫେଡ଼ାଣ 

ଗୁଣନ ହରଣ, ବୁଝିକି କରିବା ଶିଖ 

ମାନସାଙ୍କ କରି ତୁଣ୍ଡରେ ତୁଣ୍ଡରେ 

ହିସାବ ଯିଏ କରେ 

କେବେ କେଉଁଠି ସେ ନହାରେ 

ଶୂନ ର ବ୍ୟବହାର ଓ ନିୟମ ତାହାର 

ସବୁବେଳେ ମନେରଖ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics