Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Inspirational

3  

Ghanashyam Biswal

Inspirational

ଅନେକରେ ଏକ

ଅନେକରେ ଏକ

1 min
146


ଦୁନିଆରେ ଯେତେ ଅଛି

ରାଇଜ ଓ ଦେଶ

ଅନନ୍ୟ ଅନବିଦ୍ୟ

ଅଟେ ଆମରି ଭାରତ ।


କେତେ ଧର୍ମ କେତେ ଜାତି

ବାସ ଯେ କରନ୍ତି

ଭେଦଭାବ ଭୁଲି ସର୍ବେ

ଏକାଠି ରୁହନ୍ତି ।


କେତେ ଭାଷା ଉପଭାଷା

ବୋଲିଣ ଚଳନ୍ତି

ରାଷ୍ଟ୍ରଭାଷା କହି ପୁଣି

ଭାବ ବୁଝିଥା'ନ୍ତି ।


ବେଶଭୁଷା, ଖାଦ୍ୟପେୟ

ବିଚିତ୍ର ଅଟଇ

ଯେତେ ଜାତି, ସେତେ ସଂସ୍କୃତିର ବାର୍ତ୍ତା

ବିଶ୍ୱକୁ ଶିଖାନ୍ତି ।


ଅନେକରେ ଏକ ଅଟେ

ଆମରି ଭାରତ

ତ୍ରିରଙ୍ଗା ପତାକା ନେଇ

ଜିଣିଛି ଜଗତ ।



Rate this content
Log in

Similar oriya poem from Inspirational