STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ଅନେକ ପ୍ରଶ୍ନ

ଅନେକ ପ୍ରଶ୍ନ

1 min
144

ଏମିତି କାହାକୁ ଦେଖିଛ କି ତୁମେ

ଯିଏ ଜନମ ହୋଇଛି

କିନ୍ତୁ ମରଣ ହୋଇନି

ଏମିତି କିଏ କହିବା ଶୁଣିଛ କି ତୁମେ

ଯିଏ ସୁଖ ହିଁ ଲଭିଛି

ଦୁଃଖ କଦାପି ପାଇନାହିଁ

ଏମିତି କେବେ ଦେଖିଛ କି ତୁମେ

ଦିବସ ହିଁ ହୋଇଥିବ

ରଜନୀ ଆସିନଥିବ

ଏମିତି କେବେ ଦେଖିଛ କି ତୁମେ

ପାଦପ ଟି ଥିବ

ହେଲେ ପତର ନ ଥିବ

ଏମିତି ସମୁଦ୍ର ଦେଖିଛ କି ତୁମେ

ପାଣି ନଥିବ ଟୋପେ

କି ଲହଡି ଆସୁନଥିବ

ସବୁ ସମ୍ଭବ ଦୣଢ ଇଛ୍ଥା ଥିଲେ

ଏକଥା ରଖିବଟି ମନେ

ମୀନ ନୂହଁ ଚେ ଉଡିପାରିବନି

ଚେଷ୍ଟା ଜାରିରଖ ସବୁଦିନେ

ତୁମେ ହିଁ ଅଟ ଆଜି

ସଂସାରରେ ସର୍ବଶକ୍ତିମାନ

ହୣଦୟକୁ ଦୄଢ କର ଆଉ

ନିଜକୁ ସଦା ସବଳ ମଣ


Rate this content
Log in

Similar oriya poem from Abstract