ଅନ୍ଧାରର ପଥ କ'ଣ ଭୁଲିବା ନାହିଁ
ଅନ୍ଧାରର ପଥ କ'ଣ ଭୁଲିବା ନାହିଁ
ନୂତନ ବର୍ଷର ଶୁଭାରମ୍ଭ ୧୦୦
ଦିବସୀୟ ପଠନ
ନହେଉ କାଗଜପତ୍ରରେ
‘ପଢ଼େ ଭାରତ’ର ଅଭିଯାନ
କରୋନା ଦିଲ୍ଲୀରେ ମୁମ୍ବାଇରେ
ତାର ବେଗର ଗତି ବଢ଼ାଇଲା
୨୪ ଘଣ୍ଟାରେ ହଜାର ହଜାର
ସଂଖ୍ୟାରେ ନୂଆ ମାମଲା
ନୂତନ ବର୍ଷ ଅବସରରେ ରାଜ୍ୟ
ସରକାରଙ୍କ ନିଷ୍ପତ୍ତି
ନିୟମିତ କରିବେ ୮୧୦୨ ଚୁକ୍ତି ଭିତ୍ତିକ
କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି
ଭୋଟ ନିଶାରେ ବଢିଲା ମାଗିଖିଆ
ଗୋଡାଣିଆ କରିବାର ଭୂତ
୮. ୨୦ ହଜାର କୋଟି ଟଙ୍କାର ଅର୍ଥ ହିତାଧିକାରୀ
ଚାଷୀ ପରିବାରକୁ ହସ୍ତାନ୍ତରିତ
ଫେବୃୟାରୀ ୧ରୁ ନୂଆ ନିୟମ
କାର୍ଯ୍ୟକାରୀ ହେବ
ଟିକା ନନେଲେ ଘରୁ ବାହାରିବା
ଉପରେ କଟକଣା ଲାଗିବ
ଅନଲାଇନରେ ଖାଦ୍ୟ ଅର୍ଡର
କରିବା ମହଙ୍ଗା ହେଲା
ଜୋତା ଉପରେ ୧୨% ଜିଏସଟି
ଦେବାକୁ ଟିକସ ଲାଗିଲା
କାଲିଠୁ କରୁଛି ନୂଆକୁ ସ୍ୱାଗତ
ନୂଆ ଚେତନା ଥୋଇ
ପୁରୁଣା କି ଛାଡିଵ ଆମକୁ ଅନ୍ଧାରର
ପଥ କ'ଣ ଭୁଲିବା ନାହିଁ