STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଅନ୍ଧାର

ଅନ୍ଧାର

1 min
355

ଅନ୍ଧାର କୋଳରେ ଯେବେ ମୁଁ 
ଆଶ୍ରୟ ନିଏ, ସେ ବି ମତେ
ଆପଣେଇ ନିଏ
ଅନ୍ଧାର କୋଳରେ ଯେବେ ମୁଁ
ଯେବେ ମୁଁ ଲୁଚକାଳି ଖେଳେ
ସେ ବି ଖେଳେ, ଭଲ ଲାଗେ
ଅନ୍ଧାର, ନୈରାଶ୍ୟର ବେଳାରେ ଜୀଵନ
ଆଲୁଅ ଯେତିକି ଅପରିହାର୍ଯ୍ୟ
ଅନ୍ଧାର ନିତାନ୍ତ ଜରୁରୀ
ରାତି ଆସେ ଯେବେ ମୁଁ ଖୋଜେ
ଅନ୍ଧାର, ଆଲୁଅ ର ପର୍ବ ଯେବେ ପାଳେ
ମେଞ୍ଚାଏ ଅନ୍ଧାର ଖୋଜେ ପର୍ବ ଆଲୁଅ ର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract