Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Horror Crime

3  

Satyanarayan Sahoo

Abstract Horror Crime

ଅନ୍ଧାର ଘର

ଅନ୍ଧାର ଘର

1 min
133


ଅନ୍ଧାର ଘର ଟେ ରହି ଥାଏ କେଉଁ

ଲଟା ବୁଦା ଗହଳ ରେ

ଦେଖନ୍ତି ବାଟୋଇ ପ୍ରତି ଦିନ ନିତି

ସେ ପଥରେ ଯିବାବେଳେ ।


ଅନେକ ସ୍ଥାନରେ ଅନେକ କୋଠରୀ

ରହି ଥାଏ ସେହି ଘରେ

ଦୂରୁ ଦେଖିଦେଲେ ଜନତାଙ୍କ ମନେ

ଯେ ଭୀଷଣ ଭୟ ଘାରେ ।


କାହିଁ କେଉଁ କାଳୁ ରହି ଅଛି ଏହା

କି ରହସ୍ୟ ଭାର ଭରା

ଅନ୍ଧାର ଘର ର ବିଜନ ନୀରନ୍ଦ୍ର 

ବେଶ ଯେ ଲୋମ ଟାଙ୍କୁରା ।


ତଦନ୍ତ ପାଇଁ କି ଆଗ୍ରହ ବଢାଇ 

ପୋଲିସ ଡ଼ିଜିଙ୍କ ସାଥେ

ଖୋଜିଲେ ସେଠାରେ ଆସି ପର ବେଶି

ପଲିସି ବାବୁ ଏ କେତେ ।


ଦେଖିଲେ ତହିରେ ବସଇ ରାତିରେ

ଚୋର ଦଳ ପାଇଁ ଆଡ୍ଡା

ଏହି ଉପାୟରେ ଅନ୍ଧାର ଘରର

ଭୟ ଦୂର ହୋଇ ଗଲା ।



Rate this content
Log in

Similar oriya poem from Abstract