STORYMIRROR

Sasmita Acharya

Romance

2  

Sasmita Acharya

Romance

ଅନାବନା ଭାବନା

ଅନାବନା ଭାବନା

1 min
2.6K


ରୁଷିଲେ ମୁଁ ରୁଷି ପାରେନା

ହସିଲେ ମୁଁ ହସି ପାରେନା

ସାଥୀ ତୋ ବିନା

ଭୁଲିଲେ ମୁଁ ଭୁଲି ପାରେନା

ଜିଇଁଲେ ମୁଁ ଜିଇଁ ପାରେନା

ସାଥୀ ତୋ ବିନା ||


ତୁ ଆସୁ ଏମିତି

ହସୁ ଏମିତି

ଛୁଇଁ ଦେଇ ଚାଲିଯାଉ

ଦୂରରୁ ଯେମିତି

ରହି ହୁଏନା ଦୂରେ ସାଥୀ

ରହି ହୁଏନା ତୋ ବିନା ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance