STORYMIRROR

Debadatta Jena

Comedy Inspirational Children

3  

Debadatta Jena

Comedy Inspirational Children

ଅନ ଲାଇନ ଅଫର..

ଅନ ଲାଇନ ଅଫର..

1 min
253

ତମେ ମାନ କି ନ ମାନ, 

ଆଇଡ଼ିଆ କିଂତୁ କମାଲ କା, 

ସେ ଲାଲ ଵାଲା, ପିଲା ଵାଲା, 

ମାନିଲି, ପ୍ଲାନଟା ଜବରଦସ୍ତ, 

ପୁରା ଜିଗର ଵାଲା!

ବଢେ ବେରୋଜଗାର, ଡାଟା ପ୍ୟାକ, 

ଧମାକା ଅଫର, 

ବିନ୍ଦାସ, ବେଫିକର, ସୋନେପେ ସୁହାଗା, 

ସାନଦାର ତରିକା!

ଘରେ ବସ, ନୋ ଟେନସନ, 

ଜୁମ, ଗୁଗୁଲ, ୟୁଟ୍ୟୁବ, ସ୍ପଟିଫାଏ ଅଛିନା, 

ଧମା ଧମ ଡାଉନ ଲୋଡ଼, କନେକ୍ସନ, 

ଗାନା, ବେଗାନା,ଚଟାପଟ, 

ଟିକ ଟକ, ଫେସବୁକ, ଟ୍ୱିଟର, 

ହ୍ୱାଟ୍ସଅପ, ପ୍ଲେ ଷ୍ଟୋର, ଅଛି ନା 

ଡବଲ ଆଇଡ଼ିଆ!

ରୋଟି ନାହିଁ ତ, କୱାଲି, 

କିରୋସିନ ନ ଥାଉ, ଚିନ୍ତା ନାହିଁ, 

ଦୀପ ଜଳାଅ, ଅନ୍ଧାର ହଟାଅ, 

ଘଣ୍ଟି ବାଜାଅ, ଭୂତ ଭଗାଅ, 

ପେଟର ଚୂହା, ଦେଖ ତମାସା!

ଯେଝା ରଂଗ ତ ବାଣ୍ଟି ନେଲ, 

ତିନି ଭାଗ କଲ, ହିସାବ ତ ଦିଅ, 

ହାତ ସଫାଈ, ବଢେ ମହଙ୍ଗାଇ

ଏବେ କିଛି କର, ସୌଦା ନ କର, 

ଘରେ ବସି ଏ ଦିମାଗ କେଉଁଠୁ

ପାଉଛ? ଡବଲ ପ୍ୟାକର ମଜା, 

ଅଜବ ତରିକା!

ଭୂତ ତ ଏକ କଲା, କିଏ କଣ କଲ? 

ଦମ ଅଛିତ, ଆସ ଲଗାମ ଦିଅ, 

କଳାକୁ ଛାଡ଼, ଧଳା ଵନିଯାଅ, 

ଗୋଲ ଟୋପି, ଲମ୍ବା ଟୋପି, 

ରଂଗ ବାଜି ଛାଡ଼, ଦେଶକୁ ଯୋଡ, 

ଫୁଙ୍ଗୁଳା ବାନା, ମୁହଁରେ କନା, 

ଥରେ କଲିଜା!

ପୋଲିସ, ଡାକ୍ତର, ନର୍ସ, ଝାଡୁଦାର, 

ବର୍ଦ୍ଦି ଵାଲା, ଖୁବ ଇମାନଦାର, 

ସଚ୍ଚା ସପୁତ, ଦେଶ ସୁରକ୍ଷକ, 

ମୋଫତ ମେହେରବାନି ଛାଡ଼, 

ନୌକରୀ ଲାଓ, ଦେଶ ବଞ୍ଚାଓ, 

ପଇସା ଫେକୋ, ତମାସା ଦେଖ, 

ନୋଟ ବଦଳେ ଭୋଟ ନ୍ୟାରା, 

ଆଜିର ଅଫର ନେହିଁ ଚଲେଗା!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy