Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Abstract

3.9  

Alhadini Panigrahi dash

Abstract

*ଅମ୍ରୁତ ମୟ ବିଶ୍ବ *

*ଅମ୍ରୁତ ମୟ ବିଶ୍ବ *

1 min
12.3K


ଗଛ ର ଜଙ୍ଗଲ ପରିବର୍ତ୍ତେ

ଚତୁର୍ଦ୍ଦିଗେ ଉଦ୍ଧତ ଠାଣୀ ରେ ସଗର୍ବେ ଛିଡା ହୋଇ

ବିଷ ଉଦଗାରୁଛି କାରଖାନା ର ପାଇପ ଗୁଡାକ


ସେଇ ବିଷ ର ଧୁଆଁ ରେ

ବିଷାକ୍ତ ହୋଇ ଉଠୁଛି

ଆକାଶ, ପ୍ରୁଥିବୀ ,ପ୍ରକ୍ରୁତି


ପ୍ରକ୍ରୁତି ର ବିକ୍ରୁତିରେ ପ୍ରୁଥିବୀ ର ଧ୍ବଂସ ଯେ ଅବଶ୍ୟମ୍ଭାବୀ

ଏକଥା ପୁରାଣ ତଥା ବିଞାନ ସମ୍ମତ


ତେଣୁ

ହେ ମାନବ ବନ୍ଧୁ

ଆସ ପ୍ରକ୍ରୁତି ବନ୍ଧୁ କୁ ସ୍ବାଗତ କରିବା ଗଛ ଲଗାଇ

ଚତୁର୍ଦ୍ଦିଗ ହୋଇଉଠିବ ସବୁଜିମା ମୟ

ଭରପୁର ଅମ୍ଳଜାନ ର ଅମ୍ରୁତ ରେ

ଭରିଦେବା ବିଶ୍ବର କୋଣ ,ଅନୁକୋଣ,

ବିଶ୍ବ କୁ କରିଦେବା ଅମ୍ରୁତ ମୟ



Rate this content
Log in

Similar oriya poem from Abstract