STORYMIRROR

SushreeShibanee Das

Abstract

2  

SushreeShibanee Das

Abstract

ଅମୃତତ୍ୱର ହାତ

ଅମୃତତ୍ୱର ହାତ

1 min
211

ଆଶା ବୈଭବର ଅବସାନ ପରେ,

ତୁଷ୍ଟି ମିଳେ ନୈରାଶ୍ୟର ଘୋରବନସ୍ତରେ,

ପରମ ର ଅସ୍ପଷ୍ଟ ସେ ଆହ୍ୱାନ ଭିତରେ,

ବିଭୁତ୍ୱତା ର ନିଶା ବାଜି ମାରେ,

ଈହକ୍ରାନ୍ତି ଅନ୍ତେ ଫେରିବା ପଥରେ,

ଅମୃତତ୍ୱର ହାତ ଥାଏ ମଥା ପରେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract