STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଅମୃତମୟ

ଅମୃତମୟ

1 min
123


ଅମୃତମୟ ଏ ଦୁନିଆଁ

ଭଲଲାଗେ ଫୁଲ ଫଳ

ନଇ ନାଳ ସହର ଗାଁ

ପଶୁ ପକ୍ଷୀ ବୃକ୍ଷରାଜି

ନାଁ ଗାଁ ଠିକଣା

ସମୁଦ୍ର ପର୍ବତ କାନନ କୁଜନ

ଭଲଲାଗେ ଅବଗୁଣ୍ଠନ 

ଆକାଶ ବଉଦ ମେଘ ଓ ଜହ୍ନ

କଇଁ ଫୁଲ, ମହୁମାଛି ଗୁମାନ

ଜାତି ଜାତି ପ୍ରଜାପତି ମନ୍ଥନ

ମଧୁରେ ମଧୁନୀ ବିତେ ଏ ଯାମିନୀ

ଧରଣୀ ରେ ଉଷ୍ମ ଦହନ

ଋତୁ ସବୁ ଆସି ଯାଆନ୍ତି ଫେରନ୍ତି

ସତେକି ଧରାରେ ମଧୁ ଗୁଞ୍ଜନ

ସୂର୍ଯ୍ୟ ଆଉ ଚନ୍ଦ୍ର ସତ୍ୟ ଅଭିମତ

ଆଣିଥାଏ ନିତି ସମ୍ବେଦନ

ଅମୃତମୟ ଚକାନୟନ ।



Rate this content
Log in

Similar oriya poem from Abstract