STORYMIRROR

Harekrushna Deb Sahoo

Classics Inspirational Thriller

4  

Harekrushna Deb Sahoo

Classics Inspirational Thriller

ଅମୃତମୟ ଆଲୋକ

ଅମୃତମୟ ଆଲୋକ

1 min
222

ଅଗ୍ନି ଯେହ୍ନେ ଜଳେ, 

ପାଉଁଶ-ଅଙ୍ଗାର-ଧୂଆଁ ;

ମନ ଯେବେ ଜଳେ, 

ଇର୍ଷା-ଦ୍ବେଷ-ହିଂସା ନୂଆଁ;

ପ୍ରେମ ଲଗ୍ନେ ଜଳେ,

ପ୍ରତାରଣା ଭରା ନିଆଁ;

ମୁହିଁ ଯେବେ ଜଳେ,

ତାରା-ସୂର୍ଯ୍ୟ-ଚନ୍ଦ୍ର ଉଏଁ ।

ବୈକୁଣ୍ଠ ଭୁବନେ,

ତେବେ ଲାଗିଯାଏ ନିଆଁ 

ଜଳୁଛି ସାରା ଦୁନିଆ ।

    


Rate this content
Log in

Similar oriya poem from Classics