STORYMIRROR

Manaswinee Dash

Classics

3  

Manaswinee Dash

Classics

ଅମୃତ ସଂସାର

ଅମୃତ ସଂସାର

1 min
148


ଅମୃତ ମୟ ଏଇ ସଂସାର, 

ମାୟା ଜଂଜାଳରେ ସେ ଭରପୂର, 

କା ପାଇଁ ବିଛାଏ ଖୁସିର ଚାଦର, 

ପୁଣି କା ପାଇଁ ବିଷାଦ ଭରପୂର। 


କେବେ ଜୀବନେ ଉନ୍ମାଦ କରେ ଆନନ୍ଦିତ, 

 ଜୀବନ କୁସୁମ ହୁଏ ପ୍ରସ୍ଫୁଟିତ, 

କେବେ ଶିକ୍ଷା ଦେଇକ୍ଷାଏ ବିଗତ ଅତୀତ, 

ତ ପୁଣି କେବେ ଅମୃତର ସ୍ରୋତ। 



ତବେ ପରିବାର କରେ ଆନନ୍ଦିତ, 

ମନଲାଖି ଚାକିରି କରେ ଆତ୍ମ ଶାନ୍ତି, 

ମନଲାଖି ବର ବଢାଏ ପିରତି,

କେବେ ଖୁସି କରେ ପରିପାର୍ଶ୍ବିକ ସ୍ଥିତି। 


କେବେ ପରିପାର୍ଶ୍ବିକ ପରିବେଶ କରେ ଖୁସି ସଂଜୋଜନା, 

କେବେ ପୁଣି ନିଜ ଲୋକ ଦିଅନ୍ତି ଖୁସିର ଗହଣା, 

ସବୁବେଳେ ମିଳେନା ଖୁସି ର ବାହାନା, 

ତଥାପି ଅମୃତ ଲାଗେ ଏସନ୍ସାର। 



ଅମୃତ ମୟ ସଂସାରର କରଇ ଯିଏ କମନା

, ପ୍ରଥମେ ନିଜେ ବିତାଡିତ କରିବା ମନ ବେଦନା, 

ସଦା କରିବା ଖୁସି ସଂଯୋଜନା, 

ତେବେ ପୂର୍ନହବ ଏ ଅମୃତ ସଂସୈର କାମନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics