Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Jena

Inspirational

3  

Ghanashyam Jena

Inspirational

ଅମୃତ ବିନ୍ଦୁ

ଅମୃତ ବିନ୍ଦୁ

1 min
338



ନିଜପାଇଁ ଯଦି,ସୁଖ ମନାସିବା,

ମିଳେ ସୁଖ ନାସବାନ,                

  ଅନ୍ୟକୁ ଆନନ୍ଦ,ଦେବାରେ ମିଳଇ

ଅବିନାଶୀ ସୁଖମାନ।୧।


ସୁଖପାଇଁ ସ୍ୱର୍ଗ,ଲୋକ ମିଳେ ସିନା

ଦୁଃଖପାଇଁ ମିଳେ ନର୍କ,

ସୁଖ ଦୁଃଖ ଠାରୁ,ଉର୍ଦ୍ଧ୍ବକୁ ଉଠିଲେ

ମାନବ ଲୋକ।୨।           


ସଂସାରୁ ସମ୍ବନ୍ଧ, ତୁଟାଇ ପାରିଲେ

ମିଳିପାରେ ଯେଉଁ ସୁଖ,

ସଂସାର ବନ୍ଧନେ, ନମିଳେ କଦାପି

ସେଭଳି ସୁଖ ଅମାପ।୩।


ଦେହ ଥିଲେ ରୋଗ, କୁଟୁମ୍ବେ ସମସ୍ୟା

କାମନାରେ ଥାଏ ଦୁଃଖ,

ଜନ୍ମହେଲେ ମୃତ୍ୟୁ, ଅବଶ୍ୟ ଘଟିବ

ବଳିଆ ବଚନ ସେତ।୪।              


 ବିଜୟର ବାନା, ଉଡ଼ାଇବ ଯଦି

ତୃଷ୍ଣାକୁ କର ଦମନ,

ନବ ରସ ମଧ୍ୟେ,ଅତି ସୁମଧୁର

ନାମ ରସ କର ପାନ।୫।


Rate this content
Log in

Similar oriya poem from Inspirational