Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

3  

Pranati Jena

Inspirational Others

ଅମୃତ ବାର୍ତ୍ତା. ପ୍ରଣତି ଜେନା

ଅମୃତ ବାର୍ତ୍ତା. ପ୍ରଣତି ଜେନା

1 min
282


ଆସିବ ସେ ଦିନ ଉଇଁବ ସେ ଜହ୍ନ

ଶାନ୍ତି, ଦୟା, କ୍ଷମା ନେଇ,

ଶୀତଳ କିରଣ ବୁଣିବ ମୁରୁଜ

ଅମୃତର ବାର୍ତ୍ତା ହୋଇ ।


ହୃଦୟ ନିର୍ମଳ ପରି ଗଙ୍ଗାଜଳ

ତନୁ ଧାରୀ ଯେତେ ଏଠି,

ସତ୍ୟ ବିରାଜିବ ମମତା କମଳ

ହୃଦୟେ ଉଠିବ ଫୁଟି ।


ମୁଁ "ମୋର ଏଠି ହେବଗୋ ପରାହତ

ଶକ୍ତିମୟୀ ଶୁଣ ବାରେ,

ଯନ୍ତ୍ରଣା ବିଶେଷ ବଦଳାଇ ମର୍ତ୍ତ୍ୟ

ହେବ ସ୍ୱର୍ଗ ଭୁବନରେ. ।


Rate this content
Log in

Similar oriya poem from Inspirational