Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhumita Mishra

Abstract Inspirational

3  

Madhumita Mishra

Abstract Inspirational

ଅଲୋଡା

ଅଲୋଡା

1 min
234



ଫୁଟି ଥାଉ

କି ନ ଫୁଟି ଥାଉ

ଏମିତି ସଦା 

ତୁ ମହକି ଥାଉ..!!


ଫୁଟିଲେ ଥରେ

ମଉଳିବା ଭୟ ଅଛି

ନ ଫୁଟି କହ

କିଏ ମଉଳି ପାରିଛି??


କିନ୍ତୁ ଅଫୁଟା ଫୁଲ

କାମରେ ଆସେନା

ନ ଫୁଟିଲେ କେହି

ତାକୁ କେବେ ଖୋଜେନା..!!


ଅଫୁଟା ହୋଇ ବି

ସେ ବାସ୍ନା ଭରି ପାରେ

ଗଛରେ ଅଛି ଯେବେ

ଫୁଲ କି ଅଲୋଡା ହୋଇପାରେ..!!??


ଫୁଲ ତ ଫୁଲ ଅଟେ

ଫୁଟୁ କି ଅଫୁଟୁ

ତା ବାସ୍ନା ମନ ହରେ

ସେ ଥାଉ କି ଭୂଇଁରେ ଲୋଟୁ..!!


Rate this content
Log in

Similar oriya poem from Abstract