STORYMIRROR

Satyabati Swain

Fantasy

3  

Satyabati Swain

Fantasy

ଅଲଣା

ଅଲଣା

1 min
333

ନୀତି

ନୈତିକତା

ସଂଯମ

ଶୃଙ୍ଖଳା

ସହୃଦୟତା

ମାନବୀୟ ମହତ୍ତର ବିଭଵ

ଏବେ 

କାନ୍ଥରେ ଝୁଲୁଛି।


ଜ୍ଞାନ

ବିଜ୍ଞାନ

ପ୍ରକୃତି

ପରିବେଶ

ପରମାଣୁ

ମସ୍ତିଷ୍କ ମ୍ୟାଲେରିଆ ରୂପ ନେଇଛି।


ଆବେଗ

ଆସକ୍ତି

ଅନୁଭବ

ଅନୁରାଗ

ଅନୁରକ୍ତି

ଏବଂ

ଅନ୍ତରଙ୍ଗ ଭାବ

ସଙ୍କୁଚିତ ଓ ସ୍ୱାର୍ଥ ପ୍ରଣୋଦିତ।


ବିଭବ

ବିବେକ

ବିଶ୍ୱାସ

ଭରସା

ବୈଠକ

ଏବଂ ବିଭାଗ

ସବୁ ପାଣିଚିଆ

ଅଲଣା ଅଲଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy