ଅଳ୍ପ ଅଳ୍ପ-୯୩
ଅଳ୍ପ ଅଳ୍ପ-୯୩
ପ୍ରେମ..,
ତୁମ ପରଶ
ବିଷ ହେଉ କି ପୀୟୂଷ,
ତୁମେ
ସେମିତି ଛୁଇଁ ଚାଲି ଥାଅ
କୋଣ ଅନୁକୋଣେ
ରିମ ଝିମ ବର୍ଷାଟିଏ
ହୋଇ
ଛୋଟିଆ ମଂଜ୍ଜିରୁ
ବିଶାଳକାୟ ଦ୍ରୁମର କଳ୍ପନା ଭିତରେ-------!
©®କାଶ୍ୟପ
ରାୟଗଡା ।
ପ୍ରେମ..,
ତୁମ ପରଶ
ବିଷ ହେଉ କି ପୀୟୂଷ,
ତୁମେ
ସେମିତି ଛୁଇଁ ଚାଲି ଥାଅ
କୋଣ ଅନୁକୋଣେ
ରିମ ଝିମ ବର୍ଷାଟିଏ
ହୋଇ
ଛୋଟିଆ ମଂଜ୍ଜିରୁ
ବିଶାଳକାୟ ଦ୍ରୁମର କଳ୍ପନା ଭିତରେ-------!
©®କାଶ୍ୟପ
ରାୟଗଡା ।