STORYMIRROR

Trushna Das

Abstract Fantasy

3  

Trushna Das

Abstract Fantasy

ଅଲିସା

ଅଲିସା

1 min
47

ଅଲିସା

ମୋ ମନର ପରିଭାଷା ସିଏ

ମୋ ବଞ୍ଚିବାର ଆଶା ସିଏ


ଅଲିସା

ସେ ଏମିତି କା ଝିଅଟିଏ

କଥା କୁହା ସାରୀଟିଏ।


ଅଲିସା

ଅବୁଝା ଝିଅଟିଏ 

ହସରେ ଝରାଉ ଥାଏ ମୁକ୍ତା ସିଏ। 


ଅଲିସା

ମୋ ହସିବାର କାରଣ ସିଏ

ମୋ ସପନର ପରିଟିଏ। 


ଅଳିସା

ସିଏ ଚୁଳୁବୁଳି ଝିଅଟିଏ

ଖେଳି ବୁଲୁଥିବା ମାଂସର କଣ୍ଢେଇଟିଏ

ମୋ ଗେହ୍ଲି ଯେ ସିଏ

ଆଉ କେହି ନୁହେଁ ନାଁଟି ତାର ଅଲିସା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract