STORYMIRROR

CHARUBALA PADHI

Abstract

2  

CHARUBALA PADHI

Abstract

ଅଲିଭା ଚିହ୍ନ

ଅଲିଭା ଚିହ୍ନ

1 min
312

ପ୍ରଣୟ ଓ ପ୍ରତାରଣାର ଅଲିଭା ଚିହ୍ନଟିଏ 

କିଏ କେବେ ଦେଇଯାଏ ମନ ସିଲଟରେ,

ନା ଲାଗେ ସେ ନିଜର ନା ତାକୁ କରିହୁଏ ପର

ଟାଣି ଯାଏ ଖାଲି ଯାହା ଅଙ୍କା ବଙ୍କା ସ୍ମୃତିର ଗାର

ନା ତାକୁ ଲିଭାଇ ହୁଏ,ନା ଧୋଇଯାଏ ସେ ପାଣିର ଧାରରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract