STORYMIRROR

Mrutyunjaya Sahoo

Abstract

2  

Mrutyunjaya Sahoo

Abstract

ଅକୁହା କଥା

ଅକୁହା କଥା

1 min
2.9K

ଛାତିରେ ପଥର ରଖି ଦେଇଥିଲି କଥା

   ପାରୁନାହିଁ କାହି ତତେ ମୋ ମନର ବ୍ୟଥା

କେମିତି ପାରୁଚୁ ରହି ମୋ ଠାରୁ ଦୁରେଇ

   ଖୋଜୁଛି ମୁଁ ଦିନରାତି ତୋ ପାଖରେ ଥାଇ

ଆଖି ଖୋଜେ ଦେଖିବାକୁ ଖାଲି ତୋର ଛବି

    କାନ ଚାହେଁ ଶୁଣିବାକୁ କଥା ତୋର ବେବି

ପାରୁନୁ କି ଜାଣି ତୁହି ତୁ ମୋର ଜୀବନ

     ଅନ୍ଧାର ଲଉଡ଼ି ପରା ତୁ ମୋ ପ୍ରାଣଧନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract