STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ଅଜଣା ଲୋକ

ଅଜଣା ଲୋକ

1 min
114

ଏତେ ବଡ

ଦୁନିଆରେ

ଜଣା ଲୋକଙ୍କଠୁ

ଅଜଣା ଲୋକ ହିଁ ବେସି

ଯୋଊଠି ଆମେ ବଞ୍ଚିଛି

ବିଶ୍ବାସକୁ ପାଥେୟ କରି


ଯଦି କେବେ କିଏ

ବିଶ୍ବାସରେ ବିଷ ଦେଲା

ବେସି ବାଧିବ

ସେ ଲୋକ

ନିଜର ହୋଇଥିଲେ


ଅଜଣା ଲୋକଙ୍କ ଭିଡରେ

ବେଳେ ବେଳେ

ଭଲ ଲୋକଙ୍କୁ ଦେଖିଛି

ଅନେକ ରାତି ବିତାଇଛି

ଯେତେ ଭଲ ଲାଗିଛି

ଏବେ ବି ନିଜ

ଲୋକଙ୍କଠୁ ମିଳୁନି

ତେବେ ଏବେ

ଆମେ କ ‘ଣ କହିପାରିବନି

ସବୁ ଜଣା

ସବୁବେଳେ ଭଲ ନୁହଁନ୍ତି

ସବୁ ଅଜଣା ବି

ସବୁବେଳେ ଖରାପ ନୁହଁ ନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract