Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଅଜବ କୁଡିଆ ଘର

ଅଜବ କୁଡିଆ ଘର

1 min
163



ଅଜବ କୁଡିଆ ଘର

ଆଣ୍ଡାମାନୀ ଆଉ ଲାକ୍ଷା ଦ୍ଵୀପ ବାସୀ

ଅଜବ କୁଡିଆ ଘର

ନିର୍ମାଣ କରନ୍ତି ତହିଁ ରେ ରହନ୍ତି

ଦିଶେ ଅତି ଚମତ୍କାର ।

ସହର ଓ ଜନ ବସତି ର ଠାରୁ

ଦୂର ରେ ଥିବା କାରଣ

ଆଦିବାସୀ ଶ୍ରେଣୀ ଲୋକ ମାନେ

କରିଥାନ୍ତି ଏ ପରି ନିର୍ମାଣ ।

କାଠ ବାଉଁଶ ଓ ପିରି ଘାସ ଦ୍ଵାରା

ଗଠିତ ହୁଅଇ ଘର

ଦୂର ରୁ ଦେଖି ଲେ ଆଖିକୁ ଦିଶଇ

ଭାରି ମନୋହର ତର ।

ତାହାରି ମଧ୍ୟ ରେ ରହନ୍ତି ସୁଖ ରେ

ଆଦିମ ଜନଜାତି ର

ଲୋକ ମାନେ ଯାହା ଇଲୁ କହି ଥାନ୍ତି

ଦିଶଇ ଗମ୍ବୁଜାକାର ।


Rate this content
Log in

Similar oriya poem from Abstract