Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manaswinee Dash

Abstract

3  

Manaswinee Dash

Abstract

କାଗଜଡଙ୍ଗା

କାଗଜଡଙ୍ଗା

1 min
168


ଭାସି ଆସିଲା ନାଳ ପାଣିରେ, 

ନାରୀ ଗଲା ମୋ ପାଦରେ, 

କାହୁଁ କେତେ କଣ ଭାବିଲି ମନରେ, 

ତଳକୁ ଦେଖିଲି କାଗଜ ଡନ୍ଗାଟାରେ। 


ମନେ ପଡିଗଲା ମୋ ପିଲାଦିନ

ବନଊ ଥିଲେ କେତେ ଡନ୍ଗାମାନ, 

ବସୁଥଲୁ ପାଣି ରେ ଆସିଲେ ବରଷା ଦିନ, 

 ଭାସୁଥିଲେ କେତେ ଡନ୍ଗା ସାଥୀ ହୋଇଣ। 


କାହାର ଡନ୍ଗା ଆଗକୁ ଗଲେ ହଉଥିଲା ସିଏ ଖୁସି, 

ପୁରୁଣା କାଗଜ ଖୋଜୁଥିଲେ ଯେବେ ମେଘ ଦିଏ ବରଷି, 

ସାଥୀ ହୋଇ ବନଉଥିଲେ ସଭିଏଁ ବସି, 

ଆଜି ସେ ପିଲାଦିନରୁ ମନ ଯାଉଛି ତରସି। 


Rate this content
Log in

Similar oriya poem from Abstract