STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

ଐ ହି କ

ଐ ହି କ

1 min
26.3K


 ଉଦୁଉଦିଆ ଖରାରେ

ଚାଲି ଆସୁଥିବା

ପଥିକଟିଏ ମୁଁ

ଦେ ଖୋଲି ଦେ

ସେ ଜାଉଁଳି କବାଟ

ଫେରିବା ଆଗରୁ ଦେ ଢାଳି

ତୃଷାର୍ତ୍ତ ହେଲି କି ନହେଲି

ସେଇ ମୁନ୍ଦାକ ପିଇବାରେ ହିଁ ତୃପ୍ତ ମୁଁ

ଥାଉ ସେ

ମୋକ୍ଷର ଦୁଆର ଏବେ ଅଧା ଆଉଜା|

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational