STORYMIRROR

Pravat Kumar Mohapatra

Romance

3  

Pravat Kumar Mohapatra

Romance

ଅଧୁରା କାହାଣୀ

ଅଧୁରା କାହାଣୀ

1 min
357

ତୁମେ ଚାଲିଗଲ ଏବେ ଦୂର ଦୂରାନ୍ତର

ଖୋଲି ପାରିଲିନି ମୋହର ଅନ୍ତର ।


ତୁମେ ଥିଲେ ପାଖେ ଆସେ ନାହିଁ ଭାଷା

ତୁମେ ଚାଲିଗଲେ ମୁହିଁ ଯେ ନିରାଶା ।


କହିବି କହିବି ବୋଲି ବଳାଇଛି ମନ

ତୁମକୁ ଦେଖିଲେ ସ୍ତବ୍ଧ ହୁଏ ମୋ ବଚନ ।


ସକାଳ ସଂଜରେ ଆମେ ବୁଲିଗଲାବେଳେ

ତୁମେ ଖାଲି ଗପି ଚାଲ ମୁଁ ଶୁଣଇ ତୁମ ଆଢୁଆଳେ ।


କହିପାରିଲିନି ସଖା ଭୂଲାଇଲା ତୁମର ଚାହାଣୀ

ରହିଗଲା ସବୁଦିନ ପାଇଁ ମୋର ସେହି ଅଧୁରା କାହାଣୀ ।



Rate this content
Log in

Similar oriya poem from Romance