STORYMIRROR

Sunita Sahoo

Abstract

3  

Sunita Sahoo

Abstract

ଅଧିକାର

ଅଧିକାର

1 min
213

ଅଧିକାର

କେବଳ ଗୋଟେ ଶବ୍ଦ ନୁହେଁ,

ତୁମେ ଦେଇଥିବା

ମିଥ୍ୟା ଆଶ୍ଵାସନା ଟିଏ,

ଯାହାକୁ ଜାବୁଡ଼ି ଧରି

ପାହାଚ ପରେ ପାହାଚ

ଆଗେଇବାର ବୃଥା ପ୍ରୟାସ

କରୁଛି ସିନା, ହେଲେ

ତାକୁ ଜାହିର କରିବାର କ୍ଷମତା

ମୁଁ ଏଯାଏଁ ପାଇନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract