STORYMIRROR

Aruna Kar

Inspirational Tragedy

2  

Aruna Kar

Inspirational Tragedy

ଅବୁଝା ମନ

ଅବୁଝା ମନ

7 mins
13.3K


ଯେତେ ବେଳେ ଥିଲି ପାଖରେ ତୁମର

କରିଥିଲ ମୋତେ ଗଳାର ମାଳି

ମୁଣ୍ଡରୁ ଗୋଡ଼ ନଖରୁ ନାସିକା

ଅତି ଭଲ ଥିଲା ମୋ ପାଦ ଧୂଳି

ସବୁରି ମୁହଁରେ ମୋରି ପ୍ରଶଂସା

ଶୁଣି ଶୁଣି ମନ ଯାଇଛି ଫୁଲି

ଭାବିଛି ମୁଁ ଏବେ କେଡେ ବୋକା ଥିଲି

କପଟ ପାଶାକୁ ବୁଝି ନପାରିଲି

ଯେମିତି ଟିକିଏ ଆସିଲି ଦୂରେଇ

ହେଇଗଲି ତୁମ ସାତପର

ଯୋଜନା କରୁଛ ନିତି ଦିନ ବସି

କେମିତି କାଟିବ ମୋରି ଚେର ।

ଅରୁଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational