STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ଅବସାଦ

ଅବସାଦ

1 min
198

ଜୀବନେ ଏତେ ଅବସାଦ ଅଛି କେବେ କାହାଠୁ ପାଇଛି

ଅବସାଦ ମନକୁ ଦେହକୁ ଭାରା କ୍ରାନ୍ତ କରୁଛି

ଅବସାଦ ପାଇଁ ଜୀବନେ ଚିନ୍ତା ଆସୁଛି 

ଏଇ ଅବସାଦ ପାଇଁ ସବୁ କିଛି

ତୁଚ୍ଛ ଲାଗୁଛି

ଅବସାଦ ନେଇ ଆସେ ଦେହରେ କେତେ ରୋଗକୁ

ଅବସାଦ ନେଇ ଯାଏ କେତେ ଜୀବନକୁ

କେବେ କାହା କଥା ଅବସାଦ ଦେଇଯାଏ 

କେବେ ସବୁ ନିରାଶା ଅବସାଦ ହୋଇଯାଏ

ଅବସାଦ ଅଧିକ ହେଲେ ରାତିରେ ନିଦ ଆସେନି

ପାଟିକୁ ଖାଇ ବାକୁ କିଛି ରୁଚେନି

ଅବସାଦ ସବୁ ଅଶାନ୍ତିର କାରଣ ହୋଇଯାଏ

ନିଜ ଲୋକ ବି ପର ପରି ଲାଗେ ଯାହା ପାଇଁ ଅବସାଦ ଥାଏ

ଅବସାଦ ଛଡାଇ ନିଏ ମୁଖର ହସକୁ

ଯିଏ ଅନୁଭବୀ ବୁଝି ପାରେ ଅବସାଦର ଜ୍ଵାଳାକୁ

ଜୀବନେ ଅବସାଦକୁ କରିବାକୁ ଦୂର

ଅନିତ୍ୟ ସଂସାରେ ଭଜିବା ହରି ନାମ

ଏକା ସାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy