Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Inspirational Others

3  

Dr Rashmita Panigrahi

Inspirational Others

ଅଭ୍ୟାସ

ଅଭ୍ୟାସ

1 min
11.5K


ଦିନ ରାତି ଯେବେ 

କରିବ ଅଭ୍ୟାସ 

ମନରେ ରଖିକି ପଣ, 

ଅଳପ ଅଳପ 

ନିତି ଟେକୁ ଥିଲେ 

ଦିନେ ଅଧିକ ଟେକିବ ଜାଣ l

ଭାର ଉତ୍ତୋଳନ 

ନୁହେଁ ଏକ ଖେଳ 

ଏତ ଜୀବନର ରୀତି ଜାଣ, 

ଖେଳରେ ସୁନାମ ଅର୍ଜିବ ଯେ, 

ପୁଣି ରଖିବ ଦେଶର ନାମ l

ଅଭ୍ୟାସର ବଳେ 

ଆସାଧ୍ୟ ସାଧନ

ନିଶ୍ଚୟ ହୋଇବ ଶୁଣ, 

ଭାର ଉତ୍ତୋଳନ 

ଖେଳରେ ହେଉ ବା 

ନିଜ ସଂସାରର ହେଉ ପୁଣ l

ମନେ ଥିଲେ ଟାଣ 

ଏସବୁକୁ ତୁମେ 

ସହଜେ ପାରିବ ତେବେ, 

ଖେଳ ଠୁ ଜୀବନେ

ହାରିବନି କେବେ 

ନିତି ଅଭ୍ୟାସ କରିବ ଯେବେ l



Rate this content
Log in

Similar oriya poem from Inspirational