STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
293

ଦୁନିଆଟା ସତେ କେତେ ରଙ୍ଗଭରା

ଖାଲି ଟିକେ ସାହସ

ଆଉ ଆସରା ତ ଲୋଡ଼ା

କୁହୁରୁଥିବା ସପନମାନଙ୍କୁ

ଆକାଶକୁ ଛୁଇଁବା

ଆଉ ତାରା ପରି ଚମକିବା ପାଇଁ

ନିଦ ଭୁଲି

ଆଗକୁ ବଢିବାର ନିଆରା ନିଶା

ପ୍ରଜାପତି ହୋଇ

ହସି ହସି ଉଡିବାର ସରସୀ ଅନୁଭବ

ଆଉ ପୁଣି ସରଗି ଜହ୍ନକୁ

ହାତେଇବାର ପାଗଳାମି

ସବୁତ ନୂଆ

ଆଉ ସମ୍ପୂର୍ଣ ଅଲଗା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract