Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Romance

3  

Chandrakanta Jena

Romance

ଅଭିମାନୀ

ଅଭିମାନୀ

1 min
208


ଅଭିମାନୀ ତୁମେ ଅଭିମାନୀ

ତୁମ ଅଭିମାନେ ବନ୍ଧାଏ ଜୀବନ

ଜପେ ସଦାସର୍ବେ ମାମୁନି ମାମୁନି

ଅଭିମାନୀ ତୁମେ ଅଭିମାନୀ  ।


ତୁମ ରାଗରୋଷ କିଛି ହସ

ମୋତେ ଆଜି କାଇଁ କରେ ବ୍ୟସ୍ତ

ଏକି ବିହୁଳତା ଆଜି ମନେ

ବୁଝେଇଲେ ଜମା ଏ ବୁଝେନି

ଅଭିମାନୀ ତୁମେ ଅଭିମାନୀ  ।


ଫୁଲେ ଫୁଲେ ଦିଶେ ତୁମ ଛବି

ଆଉ ପାଖୁଡ଼ାରେ ଲେଖା ତୁମ ନାମ

କାଦମ୍ବିନୀ ଆଗୋ ଏ ପ୍ରକାଶେ

ତୁମ ବାସ୍ନା ଖେଳି ଯାଏ ଏ କାନନେ ।


ଚିରନ୍ତନ ତୁମେ ଚିରସ୍ରୋତା

ଅନ୍ଧକାରେ ତୁମେ ଜ୍ୟୋତିରେଖା

ସ୍ବପ୍ନ କେବେ ପୁରା କରିଦିଅ

ମୋ ଉଜାଗରର ଜାଜ୍ଞସେନି

ଅଭିମାନୀ ତୁମେ ଅଭିମାନୀ ।


Rate this content
Log in

Similar oriya poem from Romance