STORYMIRROR

Madhusmita Gaikwad

Drama Romance

3  

Madhusmita Gaikwad

Drama Romance

ଅଭିମାନୀ ପ୍ରେମିକା

ଅଭିମାନୀ ପ୍ରେମିକା

1 min
264

କେତେ ଅଭିମାନ କରିବ ପ୍ରିୟା। 

ସାଜି ଆସିବାକୁ ମୋ କନିଆ।। 

କେତେ ସ୍ଵପ୍ନ ଦେଖିଛି ଆଖିରେେ। 

କହିବାକୁ ଭାଷା ନାହିଁ ଓଠରେ।। 

ତୁମେ ତ ମୋର ଜୀବନ ଧନ। 

ତୁମ ଦେଖା ପାଇଁ ଆକୁଳ ମନ।। 

କଥା ଦେଇ କଥା ରଖିଲି ମୁଇଁ। 

ବୁଲେଇ ନେଲି ମୁଁ ସାଗର ନଇ।। 

ପ୍ରେମ କରିବା ଶିଖାଇ ଦେଇ। 

ଆଜି ଏକା କରି ଯାଉଛ ଧାଇଁ।। 

ଅଭିମାନ ତୁମ ସହିବି ଆଜି। 

ଆସି ଯାଅ ମୋର ବଧୁ ଟେ ସାଜି।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama