ଅଭିମାନୀ ବସନ୍ତ
ଅଭିମାନୀ ବସନ୍ତ
ହେ ବସନ୍ତ ତୁମେ କାହିଁ ଅଭିମାନ
କରୁଅଛ ଫଗୁଣରେ
ମୋ ପ୍ରିୟା ରୁଷିଛି ଆର ବରଷରୁ
ଜଳି ଜଳି କରୋନାରେ ।।
ତମେ ହସୁଅଛ ଫଗୁ ରଂଗ ନେଇ
ଚଇତି ପବନ ସାଥେ
ମୋ ପ୍ରିୟା କାନ୍ଦୁଛି ବିରହ ଜ୍ବାଳାରେ
ତୁଣ୍ଡି ବାନ୍ଧି ଦିନା କାତେ ।।
ହେ ବସନ୍ତ ତୁମେ କାହିଁ ଅଭିମାନ
କରୁଅଛ ଫଗୁଣରେ
ମୋ ପ୍ରିୟା ରୁଷିଛି ଆର ବରଷରୁ
ଜଳି ଜଳି କରୋନାରେ ।।
ତମେ ହସୁଅଛ ଫଗୁ ରଂଗ ନେଇ
ଚଇତି ପବନ ସାଥେ
ମୋ ପ୍ରିୟା କାନ୍ଦୁଛି ବିରହ ଜ୍ବାଳାରେ
ତୁଣ୍ଡି ବାନ୍ଧି ଦିନା କାତେ ।।