ଅଭେଦ୍ୟ ଅନ୍ଧାର
ଅଭେଦ୍ୟ ଅନ୍ଧାର
ତୁମେ ରାତ୍ରୀ..
ମୁଁ ଯେ ଧାତ୍ରୀ..
ତୁମେ ପ୍ରିୟ..
ମୋ ଆଶ୍ରୟ..
ତୁମେ ସତ୍ୟ..
ସଦା ନିତ୍ୟ..
ତୁମେ ପଥ୍ୟ..
ମୁଁ ଅକଥ୍ୟ..
ତୁମେ ଅସ୍ତ୍ର..
ତୁମେ ଶାସ୍ତ୍ର..
ମୁଁ ଯେ ତ୍ରସ୍ତ..
ଓ ନିରସ୍ତ୍ର...
ହଁ ଅବୋଧ୍ୟ..
ଓ ଦୂର୍ଭେଦ୍ୟ..
ହେ କଷ୍ଟସାଧ୍ୟ..
ତୁମେ ପ୍ରାରବ୍ଧ.. ।
