STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଅବ ଶୋଷ ର ଧୁଆଁ

ଅବ ଶୋଷ ର ଧୁଆଁ

1 min
192


କେତେ ସ୍ବପ୍ନ ମୋର ଭାଙ୍ଗି ଯାଇଛି

ଅବସୋସ ର ଧୁଆଁ ମୋ ଭିତରେ ଅଛି ।


ଭାବି ଥିଲି ଯାହା ପାଇ ନ ପାରିଲି

ଅବଶୋଷ ର ଧୁଆଁ କୁ ଅନୁଭବ କଲି ।


କେଉଁଠାରେ ଶାନ୍ତି ସୁଖ ନ ପାଇଲି

ଅବ ଶୋଷ ର ଧୁଆଁ ରେ ନୀତି ରହିଲି ।


ସବୁଠି ନିନ୍ଦା ଅପମାନ ପାଉଛି

ଶେଷରେ ଅବ ଶୋଷ ର ଧୁଆଁ କୁ ପାଉଛି ।


ଏ ଦୁନିଆ ମୋତେ କେବେ ନ ବୁଝିଲା

ଅବ ଶୋଷ ର ଧୁଆଁ ମୋ ଭିତରେ ରହିଲା ।


ଜୀବନ ରେ ବୟସ ସରି ସରି ଯାଉଛି

ଅବ ଶୋଷ ର ଧୁଆଁ କେବେ ଶେଷ ନ ହେଉଛି ।


ଅବ ଶୋଷ ର ଧୁଆଁ ରେ ମଣିଷ ନୀତି କଷ୍ଟ ପାଏ

ଛଟ ପଟ ହୋଇ ସେ କିଛି ନ ପାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics