ଆଠ 'କ' ପଣକିଆ ଗୀତ
ଆଠ 'କ' ପଣକିଆ ଗୀତ
ଆଠ ଏକେ ଆଠ,
ଯିବା କି ଝଗଡାଇ ମଠ l
ଆଠ ଦୁଗୁଣେ ଷୋହଳ,
ଚାରିପଟେ ବୃକ୍ଷ ଗହଳ l
ଆଠ ତିରିକି ଚବିଶି,
ଅଛନ୍ତି ସେଠି ମୁନି ଋଷି l
ଆଠ ଚଉକୁ ବତିଶି
ସବୁଠୁ ଭଲ ଜାଗା ବେଶୀ l
ଆଠ ପଞ୍ଚା ଚାଳସୀ,
ସନ୍ଧ୍ୟାରେ ମୁନିମାନେ ବସି l
&n
bsp; ଆଠ ଷୋକୋ ଅଠ ଚାଳସୀ,
ଗୀତ ଗାଆନ୍ତି ଏକାଠି ମିଶି l
ଆଠ ସତା ଛପନ,
ଅଛି ସେଠି ବୌଦ୍ଧ ମୂର୍ତ୍ତୀମାନ l
,
ଆଠ ଅ ଷ୍ଟା ଚଉଷଠି,
ଗୁମ୍ଫା ମନ୍ଦିର ଅଛି ସେଠି l
ଆଠ ନୂଆଁ ବାସ୍ତରୀ,
କିଏ ଖାଇଛ ସେଠି ସପୁରି l
ଆଠ ଦଶା ଅଶୀ,
ଦେଖିଲେ ଲାଗାଇ ମନ ଖୁସି l