Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ଆତ୍ମା

ଆତ୍ମା

1 min
361


ମୁଁ ଜଳୁଛି ଏବେ ଆତ୍ମାର

ଅନଳରେ, ମୁଁ ଜଳୁଛି ଏବେ

ମନର ଦହନରେ, ବଂଶୀ

ବାଜେ ଏବେ ଅବଚେତନରେ

ମନର କଦମ୍ବ ବନରେ

ମୁଁ ଜଳିଛି ମନର ଦହନ ରେ

ଆତ୍ମାର ଅନଳରେ,

ସଂଜ ଆସେ ସକାଳ ବି ଆସେ,

ମୁଁ କିନ୍ତୁ ଯେମିତି ସେମିତି,

ବଂଶୀ ବାଜେ ଏବେ ଜୀବନ

ଯମୁନା କଦମ୍ବ ବୃକ୍ଷ ମୂଳେ,

ଇଚ୍ଛା ହୁଏ ଲେଖିବାକୁ ମନର ସାଇରୀ,

ଇଚ୍ଛା ହୁଏ ଲେଖିବାକୁ ଗୀତର ଡ଼ାଇରୀ

ମୁଁ କିନ୍ତୁ ଯେମିତି ସେମିତି ll


Rate this content
Log in

Similar oriya poem from Abstract