STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଆତ୍ମା ପ୍ରମାତ୍ମା

ଆତ୍ମା ପ୍ରମାତ୍ମା

1 min
182

ନିରାକାର

ପରି ଆତ୍ମା 

ପ୍ରମାତ୍ମାଟି

ଦୁହେଁ।୧।


ଲୁଚି ହୋଇ

ରହି ଥାନ୍ତି

ପିଣ୍ଡମଧ୍ୟେ

ଦୁହେଁ।୨।


ଭକ୍ତ ବୁଝେ

ଗୁଡକଥା

ଭକ୍ତିବଳେ

ସେହି।୩ ।


କୄଷ୍ନ ରାମ

ଭଜି ଭଜି

ଜ୍ଞାନବଳେ

ସେହି।୪।    

                     

ଭକ୍ତି ବଳେ

ଶିଦ୍ଧି ହୋଇ

ଜ୍ଞାନୀ ଜନ

ଜାଣେ।୫।


ଭକ୍ତି ବଳେ

ଆତ୍ମା ନିଜେ

ପ୍ରମାତକୁ

ଚିନ୍ହେ।୬।


ସତ୍ୟ ପଥେ

ଚାଲୁଥିବା

ନିର୍ଭୀକ ଟି

ହୋଇ।୭।


ପ୍ରେମ ବଳେ

ଆତ୍ମା ଚିନ୍ହେ

ପ୍ରମାତ୍ମକୁ

ଯାଇ।୮।


ନିରାକାର

ପରି ଆତ୍ମା

ପ୍ରମାତ୍ମାଟି

ଦୁହେଁ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational