STORYMIRROR

Jyotsna Acharya

Abstract Classics Inspirational

3  

Jyotsna Acharya

Abstract Classics Inspirational

ଆତ୍ମ ସନ୍ତୋଷ

ଆତ୍ମ ସନ୍ତୋଷ

1 min
235

ସତେ କି ଭେଦନ୍ତି ଅନ୍ତର୍ଜାଗରଣ

ରହସ୍ୟ ଯେତେ ଯେ ଅଛି

ଅନୁଭବେ ଅନୁଭବ ମୁଁ କରନ୍ତି-

ଜଗନ୍ନାଥ ଜୀବ ପ୍ରାଣେ ରହିଛି

ଭାବନା ମହତ୍ତ୍ବ ଭାବେ ଅକର୍ଷିତ

ଆକର୍ଷଣ ଡୋରେ, ବନ୍ଧା ପଡନ୍ତି

ତୋ ପାଦ-ପଦ୍ମରେ ସମର୍ପିତ ମନେ

ଦୁର୍ଗମ ପଥକୁ ପାର କରନ୍ତି- 

ଏକନିଷ୍ଠମନେ ହରଷେ ବିରଷେ 

ସମଭାବାପନ୍ନେ-ଚାଲି ପାରନ୍ତି

ଉତ୍ତମ ସେ ମାର୍ଗ ଆଚାର ବ୍ୟବହାର

ପଥ ଆଦର୍ଶରେ ଧନ୍ୟ ମଣନ୍ତି

ବିସର୍ଜନ ପଥେ ଶରୀର ରଥକୁ

ଯମ ଦଣ୍ଡ ଠାରୁ ପାର କରନ୍ତି

ସରଳ ପ୍ରାଣରେ ସରଳତା ମାର୍ଗେ

ସରଳ ମୃତ୍ୟୁ କୁ ପାରି ହୁଅନ୍ତି

ଞାନ ବୁଦ୍ଧି ବଳେ ତୋ ଦିବ୍ୟ ଞାନରେ 

ଭବ ସାଗରରୁ ପାରି ହୁଅନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract