ଆତ୍ମ ସମୀକ୍ଷା
ଆତ୍ମ ସମୀକ୍ଷା
ନାରୀ ଏକ ଅନୁଭବ
ପୁରୁଷ ଏକ ପ୍ରଭାବ
କେତେ ବେଳେ ଡାହଣ ହାତରେ
ବଳ କୁ ଏକାଠି କରି
ଛାତି ରେ ହାତ ବlଡ଼ାଏ ତ
ଆଉ କେବେ ନାକ ତଳେ ଥିବା ନିଶ କୁ ଆଉଁଷି ଥାଏ
ପୁଣି ସେ ସନ୍ଦେହ ର ଅଦ୍ଭୁତପୂର୍ବ ଜୀବ
ନ୍ୟୁନ ନୁହେଁ ତା ଆଗେ କ୍ଳୀବ
ବସନ୍ତ ବାସନ୍ତୀ ର ମିଶ୍ରିତ ଭାବ
ଥରେ ଥରେ କରେ ସଂଭୋଗ
କିନ୍ତୁ ବିନା ନାରୀ ଭାବ ରେ ଇଶ୍ୱର ପ୍ରାପ୍ତି ଅସମ୍ଭବ
ଯୁଗ ଯୁଗ ର ସ୍ରୁଷ୍ଟି କଳ୍ପ ସ୍ଵଭାବ
