STORYMIRROR

Kalandi pal

Inspirational

3  

Kalandi pal

Inspirational

ଆସୁଛିରେ ଭାଇ ଆସୁଛି

ଆସୁଛିରେ ଭାଇ ଆସୁଛି

1 min
255


ଆସୁଛିରେ ଭାଇ ଆସୁଛି

ନନ୍ଦିଘୋଷେ ଜଗା ଆସୁଛି. l


ନନ୍ଦ ନନ୍ଦନ ରଥେ ବାମନ

ଛାଡି ଆସିଅଛି ଜଗମୋହନ.।


ଘଣ୍ଟ ବାଜୁଛି ତୁରୀ ବାଜୁଛି

ବଡ଼ ଦାଣ୍ଡ ଆଜି ଫାଟି ପଡୁଛି।


ଆସିଛିରେ ଭାଇ ଆସୁଛି

ନନ୍ଦିଘୋଷେ ଜଗା ଆସୁଛି ।


ଭାଇ ଭଉଣୀ ସଙ୍ଗରେ ନେଇ

ବୁଲି ଯାଉଛି ସେ ଜନମ ଭୂଇଁ।


ରଥେ ବସିଛି ହାତ ଟେକିଛି

ବଡଦାଣ୍ଡେ ବୁଲି ପାପି ତାରୁଛି।


ଆସୁଛିରେ ଭାଇ ଆସୁଛି

ନନ୍ଦିଘୋଷେ ଜଗା ଆସୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational