ଆସୁଅଛି ଦୀପାବଳୀ
ଆସୁଅଛି ଦୀପାବଳୀ
ସଜବାଜ ହୁଅରେ ଭାରତବସୀ ଆଗକୁ ଆସୁଅଛି ଦୀପାବଳୀ, ଅଯୋଧ୍ୟା ରାଜା ଭରତଙ୍କ ଦ୍ଵାରା ନିମନ୍ତ୍ରଣ ଦଶ ଦିଗ ହେବ ଉଜ୍ବଳ ।
ବରକୁ ଥରେ ଆସେ ଅମାବାସ୍ୟାରେ ଧରଣୀ ଉଠଇ ଜଳି, ନୂତନ ଭାବନା ନୂଆଁ ଉଦ୍ଦୀପନା ପାଇଁ ଚଉଦିଗେ ଯାଏ ଖେଳି ।
ପୁର ପଲ୍ଲୀ ରେ ଦୀପ ଜାଳିବା ପାଇଁ କି ସଜବାଜ ଚାଲିଅଛି, ପୁରାଣ ବର୍ଣ୍ଣନା ବଡ଼ବଡ଼ଆଙ୍କୁ ଆମନ୍ତ୍ରଣ କାଉରି କାଠି ଖୋଜା ଚାଲିଛି ।
ସତ୍ୟ ତ୍ରେତୟା ଦ୍ଵାପର ଓ କଳିକାଳରେ ଆସି ଅଛି ଧର୍ମ ରକ୍ଷାପାଇଁ, ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ସହ ସତ୍ୟ ପାଇଁ ଲୋଡ଼ି ଥିଲେ ଚଉଦ ବର୍ଷ ଯାଏଁ ।
