STORYMIRROR

Bhakta Charan Sunani

Romance

3  

Bhakta Charan Sunani

Romance

ଆସିପାର ତମେ

ଆସିପାର ତମେ

1 min
417

ଏବେ ରାତି ପୁରା ଶୁନ୍ ଶାନ୍

ରାସ୍ତା ପୁରା ଖାଲି

ଖୋଜୁଛି ନିଦ ଡାକୁଛି ସ୍ବପ୍ନ

ଝୁରୁଛି ଆଖି ଭାବୁଛି ମନ

ଆସିପାର ତମେ ଏବେ ଚୁପ୍ ଚାପ୍

ଅନ୍ଧାରର ଦରଜା ଖୋଲି

ପାଉଁଜିର ସୁର ତୋଳି

ମେଘର ଓଢ଼ଣା ଟାଣି

ଶୀତଳ ଜୋଛନା ବୁଣି

ତମ ପାଇଁ ଦୁନିଆଁକୁ ଯିବି ମୁଁ ଭୁଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance