STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଆସିଛି ମକର 

ଆସିଛି ମକର 

1 min
10


ଅନେକ ପର୍ବରୁ ଗୋଟେ ମକର 
ସଂକ୍ରାନ୍ତି ବେଭାର 
ଝୁଣା ଦୀପ ଧୂପ ଦେଇ ସତ୍ୱର 
ମକର ଚାଉଳ ଖାଇବା ବସି ମକର
ପର୍ବ ପାଳନ୍ତି ଜଗନ୍ନାଥ ସର୍କାର 
ପୁରୀ ବଡ଼ ମନ୍ଦିରେ ଘଣ୍ଟ ଛତା କାହାଳୀ 
ବାଜି ବାହାରେ ପଟୁଆର ଭେଳି
ଜଗନ୍ନାଥ ଙ୍କ ମକର ଭୋକ ପନ୍ତି 
ଏତେ ନୀତି କାନ୍ତି ଭିତରେ ଦିବ୍ୟ ଜ୍ୟୋତି 
ମକର ବାଢ଼ନ୍ତି ଶ୍ରୀଛାମୁର 
ବଡ଼ପଣ୍ଡା ମୁଦିରଥ ତାଙ୍କ ନିଜର 
ନଡ଼ିଆ କଦଳୀ ଦହି ଛେନା ଘିଅ ମିଠା 
କୋଉଠି ରହିଛି ଏମିତି ମୂର୍ତ୍ତମୂଳ ପିଠା 
ରୁପା ଥାଳିରେ ମହ ମହ ଭୋଗ 
ବେଢା ପରିକ୍ରମା ଭାଗ ଯୋଗ 
ଦେଖିବାକୁ ସଖି ଆ ଯିବା ବଡ଼ମନ୍ଦିର
ଫୁଲ ତୋଳି ନେବା ଛାମୁର 
ଦେଖି ଶୁଣି ଡାକ ରୋଷଘର 
ଖାଇ ମକର ଡକାଡକି ହେବା ମକର 
କେତେ ପରବ ଭିତରୁ ମକର ବାଢେ 
ଭାଇଚାରା ଲୋଡ଼ାଖୋଜା ବଢେ 
ଆସିବ ଲେଉଟି ବର୍ଷକେ ମାଘିଆ 
ଘୋଡ଼ି ହୋଇ ଶୀତ ଚାଦର ବାଘୁଆ 
ମନ ହେଉଥିବ ଘର ବାହାର.


Rate this content
Log in

Similar oriya poem from Classics