STORYMIRROR

Sukadev Mahanta

Romance

3  

Sukadev Mahanta

Romance

ଆସଗୋ ପ୍ରିୟା ତୁମେ

ଆସଗୋ ପ୍ରିୟା ତୁମେ

1 min
167

ଆସଗୋ ପ୍ରିୟା ତୁମେ 

ରାତ୍ରୀର ବିଜନ ବେଳାରେ

ସପନରେ ଅତି ଗୋପନରେ

ପ୍ରୀତିର ମଧୁପିଆଲାରେ

ପିଆଇ ଦିଅ ପ୍ରୀତିମଧୁ ପ୍ରୀତିଭରେ ,

ତୁମ ପ୍ରୀତି ମଧୁପାନ କରି

ହେବି ମୁହିଁ ମତୁଆଲା

ବିଭୋରେ ତୁମରି  ପ୍ରେମରେ।।

ତୁମର ପଣତ କାନିରେ

ପୋଛିଦେଇ ମୋ ଆଖିର ଲୁହ

ହଜିଯାଇ ମୋର ଦୁଇ ବାହୁ ବନ୍ଧନରେ

 ଆଙ୍କି ଦେଇ ଚୁମାଟିଏ କମ୍ପିତ ଅଧରେ

ବୋଳି ପ୍ରୀତିରଙ୍ଗ ମୋ ଦେହରେ

ଭସାଇ ନିଅ ତୁମ ପୀରତିନଈର ସୁଅରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance