STORYMIRROR

Ranjan Kumar Brahma

Inspirational

4  

Ranjan Kumar Brahma

Inspirational

ଆସ ସାବଧାନ ହେବା

ଆସ ସାବଧାନ ହେବା

1 min
347


ଥିଲା ପରିବେଶ କେଡେ ସୁନ୍ଦର ।

ସବୁଜ ଶୀତଳ ସୁ ମୋନହର।।


ଗଛ ଡା଼ଳେ ବସି ବିହଂଗ ମାନେ ।

ଗାଉଥିଲେ ଗୀତ ଆନନ୍ଦ ମନେ ।।


ଜଙ୍ଗଲରେ ଥିଲେ ଅନେକ ପଶୁ ।

ଜଗୁ ଥିଲେ ଆମ ପରିବେଶ କୁ ।।


ଶିକାର କରିଲେ ଶିକାରୀ ଭାଇ ।

ଜଙ୍ଗଲରେ ପଶୁ ରହିବେ କାହିଁ ?


ନେଇ ଗଲେ ମାଂସ ଚମଡା ହାଡ ।

ଦୂର ଦେଶେ କାଲେ ଭଲ ବେପାର ।।


କାଟି ନେଇଗଲେ ସମସ୍ତ ଗଛ ।

ପରିବେଶ ଏବେ ହେଲା ଦୂଷିତ ।।


ଗଢି କାରଖାନା ଚଢିଲେ ଗାଡ଼ି ।

ବାହାରିଲା ଏବେ ଅନେକ ଧୁଳି ।।


ପାଦପ ନାହିଁ କି ବିପିନ ନାହିଁ ।

ପବନ ଜୀବନ ମିଳିବ କାହିଁ ?


ଆସ ସାବଧାନ ସଭିଏଁ ହେବା ।

ଆମ ପରିବେଶକୁ ସ୍ୱଚ୍ଛ ରଖିବା ।।


    


Rate this content
Log in

Similar oriya poem from Inspirational