STORYMIRROR

padmaja pati

Abstract

2  

padmaja pati

Abstract

ଆସ ବୁଲିଯିବା ଗୋଆ

ଆସ ବୁଲିଯିବା ଗୋଆ

1 min
149

ପରିଭ୍ରମଣର ୠତୁ ଆସିଛି ଏ

ଚାଲ ବୁଲିଯିବା ଗୋଆ

ଆରବ ସାଗର କୂଳେ କୂଳେ ଦେଖି

ବାଲୁକା କଳା କିମିଆ l

ପରିବେଶ ତା'ର ଅତି ମନୋରମ

ଖାଇବା, ପିଇବା ମିଶି

ବେଳାଭୂମି ପରେ ହସି, ଖେଳି , ଗଡି

ସଭିଏଁ ହୋଇବା ଖୁସି l


Rate this content
Log in

Similar oriya poem from Abstract