Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

4  

Suresh chandra Padhy

Classics

ଆସ ବସିବା ମକର

ଆସ ବସିବା ମକର

1 min
254


ଆସ ଆମେ ବସିବା ମକର

ବରଷକେ ଥରେ ପରଵ ଆସୁଛି ଆମର ।


ମକର ଚାଉଳ ଘରେ ଘରେ ହୋଇବ

ସବୁ ମନ୍ଦିର ରେ ଠାକୁର ଙ୍କ ପାଖେ ଲାଗିବ ।


ମକର ଚାଉଳ ଆମେ ଖାଇବା

ଆମେ ଦୁଇ ସାଙ୍ଗ ମକର ବସିବା ।


ମକର ଆମେ ବସିବା ସବୁ ଦିନ ପାଇଁ

ସୁଖ ଦୁଃଖ ବାଣ୍ଟିବା ଆମେ ଏକାଠି ହୋଇ ।


ଆମେ ଦୁଇ ସାଙ୍ଗ ଙ୍କ ମନ ଯେବେ ମିଶିଲା

ମକର ବସିବା କୁ ଭାରି ଇଚ୍ଛା ହୋଇଲା ।


ଆମ ଗାଁ ରେ ମକର ମେଳା ହୋଇବ

କେତେ ଜିନିଷ ସେଠୀ ମିଳି ଯିବ ।


ଆମେ ଭିତ ରେ ରଖିବା ନାହିଁ ପାତର ଅନ୍ତର

ସବୁ ଦିନ ପାଇଁ ଆମେ ବସିଲେ ହୋଇ ମକର ।


ଆଜି ମୋ ମନ ଖୁସି ରେ ନାଚୁଛି

ମକର ରୂପେ ତୁମକୁ ପାଇଛି ।


ମକର ତୁମକୁ ମୋର ଅଭିନନ୍ଦନ

ସାଥି ହୋଇ ରହି ଥିବା ଆମେ ସବୁ ଦିନ ।


Rate this content
Log in

Similar oriya poem from Classics