STORYMIRROR

Goutam Mohanty

Romance

3  

Goutam Mohanty

Romance

ଆସ ଭିଜିବା ବର୍ଷାରେ

ଆସ ଭିଜିବା ବର୍ଷାରେ

1 min
467


ଆସନ୍ତକି ଥରେ ଭିଜନ୍ତେ ବର୍ଷାରେ

   ଆଜି ଏ ସଞ୍ଜ ବେଳରେ,

ଝିପିଝିପି ବର୍ଷା    ଝରି ପଡ଼ୁଅଛି

   ମନ ଭିଜୁଅଛି ପ୍ରେମରେ।।

ଚାହିଁ ରହି ଥାଅ ସଞ୍ଜରେ ଯେପରି

   ଫେରିବା ବାଟକୁ ମୋର,

ଭିଜେଇ ଦିଅ ତ ପ୍ରେମର ବର୍ଷାରେ

ମନେପଡେ (ସ୍ମୃତି) ଅତୀତର।।

ଆସ ଥରେ ଫେରି ମୋହରି ପାଖକୁ

   ଡାକୁଛି ତୁମକୁ ବର୍ଷା,

ପାଉଁଜି ଶବ୍ଦରେ ବରଷା ଛିଟାରେ

  ମେଣ୍ଟାଇବା ପ୍ରେମ ତୃଷ୍ଣା।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance